GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment
Screen Reader iconScreen Reader

Viksit Bharat Young Leaders Dialogue 2027 Quiz (Odia)

Start Date : 21 Aug 2026, 10:00 am
End Date : 30 Sep 2026, 11:45 pm
Closed
Quiz Banner
  • 20 Questions
  • 600 Seconds
Login with MyGov AUTH to Play Quiz

About Quiz

Ministry of Youth Affairs and Sports, MyBharat ଏବଂ MyGov ମିଳିତ ସହଯୋଗରେViksit Bharat Young Leaders Dialogue 2027 Quiz’ ଆୟୋଜନ କରାଯାଇଛି MyGov ପୋର୍ଟାଲରେ ଆୟୋଜିତ ଏହି କ୍ୱିଜ୍ Viksit Bharat Young Leaders Dialogue (VBYLD) 2027 ମାଧ୍ୟମରେ ଭାରତର ଭବିଷ୍ୟତ ଗଠନରେ ଯୁବପିଢ଼ିଙ୍କୁ ଯୋଡ଼ିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପ ଏହି କ୍ୱିଜ୍ ଦେଶର ବିଭିନ୍ନ ଦିଗ ଏବଂViksit Bharat’ ଦୃଷ୍ଟିକୋଣ ଉପରେ ଆଧାରିତ ଜ୍ଞାନକୁ ପରୀକ୍ଷା କରିବ ଏହାର ଉଦ୍ଦେଶ୍ୟ ହେଉଛି ଜିଜ୍ଞାସା ବୃଦ୍ଧି କରିବା, ସୂଚନାପୂର୍ଣ୍ଣ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ବିଜେତାମାନେ ପରବର୍ତ୍ତୀ ପର୍ଯ୍ୟାୟକୁ (ପ୍ରବନ୍ଧ, ପ୍ରେଜେଣ୍ଟେସନ୍ ଇତ୍ୟାଦି) ଯିବାର ସୁଯୋଗ ପାଇବେ, ଯେଉଁଠାରେ ସେମାନେ ନିଜର ଚିନ୍ତାଧାରା ଉପସ୍ଥାପନ କରିପାରିବେ, ନେତୃତ୍ୱ ପ୍ରଦର୍ଶନ କରିପାରିବେ ଏବଂ Viksit Bharat @2047 ସ୍ୱପ୍ନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ

Terms and Conditions

  1. ଏହି କ୍ୱିଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଖୋଲା ଅଟେ
  2. କ୍ୱିଜ୍‌ରେ ଅଂଶଗ୍ରହଣ କରିବା ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ
  3. ପ୍ରତିଯୋଗୀ ଯେମିତିPlay Quiz’ ବଟନ୍ ଉପରେ କ୍ଲିକ୍ କରିବେ, କ୍ୱିଜ୍ ଆରମ୍ଭ ହୋଇଯିବ
  4. କ୍ୱିଜ୍‌ରେ ବହୁବିକଳ୍ପ ବିଶିଷ୍ଟ ପ୍ରଶ୍ନ (MCQ) ରହିବ; ପ୍ରତ୍ୟେକ ପ୍ରଶ୍ନର ୪ଟି ବିକଳ୍ପ ରହିବ ଏବଂ କେବଳ ଗୋଟିଏ ସଠିକ୍ ଉତ୍ତର ହେବ
  5. ବିଜେତା ତାଲିକାରେ ସାମିଲ ହେବା ପାଇଁ ପ୍ରତିଯୋଗୀଙ୍କ MyGov Profile ସମ୍ପୂର୍ଣ୍ଣ ଏବଂ ସଠିକ୍ ହେବା ଆବଶ୍ୟକ
  6. ପ୍ରତ୍ୟେକ ପ୍ରତିଯୋଗୀ କେବଳ ଥରେ ହିଁ କ୍ୱିଜ୍ ଦେଇପାରିବେ ଜଣେ ବ୍ୟକ୍ତିଙ୍କର ଏକାଧିକ ପ୍ରବେଶ ମିଳିଲେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ
  7. ସ୍ୱଚ୍ଛତା ନିରପେକ୍ଷତା ବଜାୟ ରଖିବା ପାଇଁ କମ୍ପ୍ୟୁଟର ଜନିତ ରାଣ୍ଡମାଇଜେସନ୍ (Randomization) ପଦ୍ଧତିରେ ବିଜେତା ଚୟନ କରାଯିବ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିବା ଯୋଗ୍ୟ ପ୍ରତିଯୋଗୀମାନଙ୍କୁ ଏକ କେନ୍ଦ୍ରୀୟ ପୁଲ୍‌ରେ ସାମିଲ କରାଯିବ ଏବଂ ସେଥିରୁ ସ୍ୱୟଂଚାଳିତ ଭାବେ ବିଜେତା ଚୟନ କରାଯିବ
  8. ଏହି କ୍ୱିଜ୍ MyGov ଦ୍ୱାରା ହୋଷ୍ଟ କରାଯାଇଛି ଏବଂ ଏହା https://quiz.mygov.in/ ରେ ଉପଲବ୍ଧ
  9. କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ନିୟନ୍ତ୍ରଣ ବାହାରେ ଥିବା କୌଣସି କାରଣରୁ ହଜିଯାଇଥିବା, ବିଳମ୍ବ ହୋଇଥିବା କିମ୍ବା ଅସମ୍ପୂର୍ଣ୍ଣ ରହିଥିବା ପ୍ରବେଶ ପାଇଁ ଆୟୋଜକ ଦାୟୀ ରହିବେ ନାହିଁ
  10. ପ୍ରଶ୍ନୋତ୍ତରୀ ଦାଖଲର ପ୍ରମାଣ, ତାହା ସଫଳତାର ସହ ପ୍ରାପ୍ତ ହେବାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ
  11. କ୍ୱିଜ୍ ସମୟରେ କୌଣସି ଅସଦୁପାୟ କିମ୍ବା ଜାଲିଆତି (ଯଥା ନକଲି ପରିଚୟ, ଦୁଇଥର ଅଂଶଗ୍ରହଣ ଇତ୍ୟାଦି) ଧରାପଡ଼ିଲେ ତାହାକୁ ରଦ୍ଦ ଅବୈଧ ଘୋଷଣା କରାଯିବ
  12. ସମ୍ପର୍କରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ପୂର୍ଣ୍ଣ ଅଧିକାର ଆୟୋଜକଙ୍କ ପାଖରେ ସଂରକ୍ଷିତ ଆୟୋଜକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ସର୍ବମାନ୍ୟ ହେବ, ଏବଂ ସମ୍ପର୍କରେ କୌଣସି ପତ୍ରାଳାପ ଗ୍ରହଣ କରାଯିବ ନାହିଁ
  13. କୌଣସି ଅପ୍ରତ୍ୟାଶିତ ପରିସ୍ଥିତିରେ ଆୟୋଜକ ଯେକୌଣସି ମୁହୂର୍ତ୍ତରେ କ୍ୱିଜ୍‌କୁ ସଂଶୋଧନ କରିବା କିମ୍ବା ବନ୍ଦ କରିବାର ସମ୍ପୂର୍ଣ୍ଣ ଅଧିକାର ରଖନ୍ତି ଏଥିରେ ଏହି ନିୟମ ସର୍ତ୍ତାବଳୀକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ଅନ୍ତର୍ଭୁକ୍ତ
  14. ଅଂଶଗ୍ରହଣ କରିବା ଦ୍ୱାରା, ପ୍ରତିଯୋଗୀମାନେ କ୍ୱିଜ୍‌ର ସମସ୍ତ ନିୟମ ସର୍ତ୍ତାବଳୀ ମାନିବାକୁ ସହମତି ପ୍ରକାଶ କରନ୍ତି
  15. ବିଜେତାମାନଙ୍କ ନାମ blog.mygov.in ରେ ଘୋଷଣା କରାଯିବ ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ପରବର୍ତ୍ତୀ ବିବରଣୀ ସରକାରୀ ଯୋଗାଯୋଗ ମାଧ୍ୟମରେ ଜଣାଇ ଦିଆଯିବ କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜିଲେ, ଆୟୋଜକ ଯେକୌଣସି ସମୟରେ ପ୍ରତିଯୋଗିତାର ନିୟମ ସର୍ତ୍ତାବଳୀ ସଂଶୋଧନ କରିବା କିମ୍ବା ଉଚିତ୍ ମନେ ହେଲେ ପ୍ରତିଯୋଗିତାକୁ ବାତିଲ କରିବାର ଅଧିକାର ସଂରକ୍ଷିତ ରଖନ୍ତି
  16. ଆୟୋଜକ ସଂସ୍ଥା ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡ଼ିତ ଥିବା କର୍ମଚାରୀ ଏବଂ ସେମାନଙ୍କ ନିକଟତମ ପରିବାର ସଦସ୍ୟ ଏହି କ୍ୱିଜ୍‌ରେ ଭାଗ ନେବାକୁ ଯୋଗ୍ୟ ନୁହଁନ୍ତି